ବିଧାନସଭାରେ ଝାରସୁଗୁଡ଼ା ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ଦୀପାଳି ଦାସ..
ଛତିଶଗଡର ବାଲୋଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ପିକ୍ଅପ୍କୁ ଧକ୍କା ଦେଲା ଟ୍ରକ ; ୬ ମୃତ, ୨୫ ଆହତ..
ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ..
ଚେନ୍ନଇ : ବିଷାକ୍ତ ମଦ ପିଇ ତାମିଲନାଡୁ ଭିଲ୍ଲୁପୁରମ୍ ଜିଲାର ମାରାକ୍କାନାମ ଗ୍ରାମରେ ୧୦ ଜଣଙ୍କର ମୃତ୍ୟୁ..
ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତକଙ୍କ ପରିବାର ପିଛା ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି..
୩ଦିନ ଅସହ୍ୟ ତାତି; ୧୮ରୁ କାଳବୈଶାଖୀ.. କାଳବୈଶାଖୀ ଯୋଗୁଁ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା..



