www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜସ୍ଥାନ ସିକରରେ ଦୁଇ କାର୍ ମୁହାଁମୁହିଁ ଧକ୍କା , ୬ ମୃତ..

ତାଞ୍ଜାନିଆରେ ଏକ ଖଣିରେ ଭୂସ୍ଖଳନ , ୨୨ ମୃତ..

- Advertisement -

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର : ଆଜିଠାରୁ ହେବ ମହାଯଜ୍ଞ..

ପବିତ୍ର ମକର ସଂକ୍ରାନ୍ତି: ପୁରୀ ଶ୍ରୀମନ୍ଦିରରେ ମକରଚୌରାଶୀ ବେଶରେ ଦର୍ଶନ ଦେବେ​‌ ଶ୍ରୀଜିଉ..

ବରଗଡରେ ଆଜିଠୁ କଂସ ରାଜୁତି: ଆରମ୍ଭ ହେବ ଧନୁଯାତ୍ରା..

ଆଉ ୪ରୁ ୫ଦିନ ଘନ କୁହୁଡି ନେଇ ଆଇଏମଡିର ପୂର୍ବାନୁମାନ..

ରେଳଧାରଣାରୁ ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର..

କଟକରେ ଚାଇନା ଗୁଡି ସୂତା ଲାଗି ଦୁଇ ବାଇକ୍ ଆରୋହୀ ଆହତ..

ପରିକ୍ରମା ପ୍ରକଳ୍ପ ନେଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ..

ବିମାନ ଉଡାଣରେ ବିଳମ୍ବ ହେବାରୁ କ୍ୟାପଟେନଙ୍କୁ ପିଟିଲେ ଯାତ୍ରୀ..

ପୋଷାକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଷ..

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories