www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଗୁରୁବାର ଭାରତ-ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌‌..

ମୋହାଲିରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍‌‌..

- Advertisement -

ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍‌‌ ଭାରତ..

ରାଜଧାନୀ ଭୁବନେଶ୍ୱର ସହ ଅନେକ ସ୍ଥାନରେ ଦେଖାଯାଇଛି ଘନ କୁହୁଡିର ଆସ୍ତରଣ..

ପୋଲସରା : ସାଙ୍ଗମାନେ ମିଶି ଭୋଜି କରୁଥିବା ବେଳେ ଗଣ୍ଡଗୋଳ..

ନିଜ ନିଜ ଭିତରେ ପିଟାପିଟି ସହ ଫୁଟିଲା ଗୁଳି..

ଦକ୍ଷିଣ ଆଫ୍ରିକା ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଟିମରେ ସ୍ଥାନ ପାଇଲେ ଓଡ଼ିଶାର ଅମିତ ରୋହିଦାସ..

ମଣିପୁର ବିଷ୍ଣୁପୁର ଜିଲ୍ଲାରେ ପୁଣି ଗୁଳିକାଣ୍ଡ, ୪ ନିଖୋଜ..

ସୋର : ଗ୍ୟାସ କଟରରେ ଏଟିଏମ କାଟି ୩୨ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଲୁଟେରା..

ବ୍ରହ୍ମପୁର : ସମିତି ସଭ୍ୟଙ୍କୁ ଗୁଳିମାଡ..

ବାଘ ଛାଲ ଜବତ, ଦୁଇ ଗିରଫ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories