www.samajalive.in
Saturday, December 6, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାଲେଶ୍ଵର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର..

ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ..

- Advertisement -

ଆଜି ଦିଲ୍ଲୀରେ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ..

ଟି-୨୦ ବିଶ୍ଵକପ୍: ପାକିସ୍ତାନଠାରୁ ୬ ରନ୍ ରେ ଜିତିଲା ଭାରତ..

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର : ଆଜି ଶିବ ବିବାହ, ବର ବେଶରେ ସଜ୍ଜିତ ହୋଇ ବିବାହ ପାଇଁ ବାହାରିବେ ମହାଦେବ..

ଶୋଭାଯାତ୍ରାରେ କମ୍ପିବ ସାରା ସହର, ରବିବାର ବିଭିନ୍ନ ପଡାରେ ଶେଷ ହୋଇଛି ଦେବ ନିମନ୍ତ୍ରଣ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ..

ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..

ଜୁଏଲ ଓରାମ, ଅଶ୍ୱନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଲେ..

କାମାକ୍ଷାନଗରରେ ଅଘଟଣ: ଘର ତିଆରି ବେଳେ ବିଦ୍ୟୁତ୍ ଲାଗି ଜଳିଗଲେ ଦୁଇ ଶ୍ରମିକ..

ନୂଆଦିଲ୍ଲୀ: କାନାଡ଼ାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳିକରି ହତ୍ୟା..

ପଞ୍ଜାବ ଲୁଧିଆନା ଅଞ୍ଚଳର ଯୁବରାଜ ଗୋୟଲଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ..

ନିକଟରେ ଯୁବରାଜଙ୍କୁ କାନାଡ଼ାର ସ୍ଥାୟୀ ବାସିନ୍ଦା ମାନ୍ୟତା ମିଳିଥିଲା..

ଜମ୍ମୁ-କାଶ୍ମୀରରେ ଚାଲିଛି ସର୍ଚ୍ଚ ଅପରେସନ୍ ..

ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ଯାଞ୍ଚ କରୁଛି ଏନଆଇଏ ଟିମ୍..

କନ୍ଧମାଳ ଜିଲ୍ଲା ମୁଳଗୁଦାରୀ ଗାଁରେ ପାନୀୟ ଜଳ ସମସ୍ୟା..

ରାସ୍ତାରେ ହଣ୍ଡା, ବାଲଟି ରଖି ରାସ୍ତାରୋକ କଲେ ମହିଳା, ଯାତାୟାତ ବାଧାପ୍ରାପ୍ତ..

ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଦସ୍ତଖତ..

ପିଏମ କିଷାନ ନିଧିରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୧୭ତମ କିସ୍ତି ପ୍ରଦାନ କରିବେ..

ନିର୍ଦ୍ଦେଶନାମା ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

୯.୩କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ହଜାର କୋଟି ଟଙ୍କା..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories