କଟକ : ଆସନ୍ତା ମାର୍ଚ୍ଚ ୨୫ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ମାଟ୍ରିକ ଖାତା ମୂଲ୍ୟାୟନରେ ଯେମିତି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ଲଗାତର ଭାବେ ପ୍ରଶ୍ନପତ୍ର ଭାଇରାଲ ଓ ଓଏମଆର ସିଟ ଗାଏବ ଭଳି ଘଟଣାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ ଅଛନ୍ତି ।
Popular Categories



