www.samajalive.in
Saturday, December 6, 2025
19.1 C
Bhubaneswar

ହଜାରେ ଟଙ୍କାରୁ କମ ମୂଲ୍ୟରେ ମିଳିବ ଏହି ୧୦ଟି ଫୋନ

ନୋକିଆ ୧୦୫, ମୂଲ୍ୟ ୯୯୯ ଟଙ୍କା
ଏହା ଏକ ଫିଚର ଫୋନ ଅଟେ। ଏଥିରେ ୩୨ ଏମ୍‍ବି ରାମ ସହିତ ୩୨ ଏମ୍‍ବି ଷ୍ଟୋରେଜ ପାଇପାରିବେ। ଏଥିରେ ୧.୮ ଇଞ୍ଚର ଡିସପ୍ଲେ ଏବଂ ୧୭୫୦ ଏମଏଚର ବ୍ୟାଟେରୀ ରହିଛି। ଏଥିରେ ଡୁଆଲ ସିମ୍‍ ସପୋର୍ଟର୍ ଏବଂ ୦.୮ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ଏହି ଫୋନରେ ଏଫଏମ୍‍ ରେଡିଓ ମଧ୍ୟ ରହିଛି।

ହିରୋ ପ୍ଲେ ଏମ-୧, ମୂଲ୍ୟ ୭୭୯ ଟଙ୍କା
ଏଥିରେ ମଧ୍ୟ ୩୨ ଏମ୍‍ବି ରାମ ଏବଂ ୩୨ ଏମ୍‍ବି ଷ୍ଟୋରେଜ ପାଇପାରିବେ। ଏଥିରେ ୧.୮ ଇଞ୍ଚ୍‍ର ଡିସପ୍ଲେ ଏବଂ ୧ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ଏହି ଫିଚର ଫୋନରେ ୧୮୦୦ଏମ୍‍ଏଚ୍‍ର ବ୍ୟାଟେରୀ ଦିଆଯାଇଛି।

- Advertisement -

କାର୍ବନ୍‍ କେ-୨ ବୁମ ବକ୍ସ, ମୂଲ୍ୟ ୬୭୦ ଟଙ୍କା
ଏହି ଫୋନରେ ୩୨ ଏମବି ରାମ ସହିତ ୩୨ ଏମବି ଷ୍ଟୋରେଜ ରହିଛି ଯାହାକୁ ୮-ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏଥିରେ ୧.୮ ଇଞ୍ଚ୍‍ର ଡିସପ୍ଲେ, ଡୁଅ।।ଲ ସିମ ସପୋର୍ଟ, ୦.୩ ଏମ୍‍ପିର ରିୟର କ୍ୟାମେରା ଏବଂ ୧୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି। ଏଥିିରେ ଏଫଏମ୍‍ ରେଡିଓ ଉପଲବ୍ଧ ହେଉଛି।

ଡିଟେଲ ଡି-୧ ଗୋଲ୍ଡ
ଏହାର ମୂଲ୍ୟ ୯୯୯ ଟଙ୍କା। ଏଥିରେ ୨.୪ ଇଞ୍ଚର ଏଚଡି ଡିସପ୍ଲେ , ଏଲଇଡି ଫ୍ଲାସଲାଇଟ୍‍ ସହିତ ଡିଜିଟାଲ ରିୟର ଏବଂ ଆଗପଟ କ୍ୟାମେରା ରହିଛି। ଏହାବ୍ୟତୀତ ଏଥିରେ ୧୫୦୦ ଏମ୍‍ଏଚ୍‍ର ବ୍ୟାଟେରୀ ଦିଆଯାଇଛି। ଏହାସହିତ ବ୍ୟଟେରୀ ଲାଇଫ୍‍ ବଢାଇବାପାଇଁ କମ୍ପାନୀ ତରଫରୁ ପାୱାର ସେଭିଙ୍ଗ ମୋଡ ଦିଆଯାଇଛି। ଡି-୧ ଗୋଲ୍ଡରେ ବ୍ଲୁଟୁଥ, ଏଫଏମ୍‍ ରେଡିଓ, ଡୁଆଲ ସିମ, ଇଣ୍ଟରନେଟ୍‍ ମଧ୍ୟ ଦିଆଯାଇଛି। ଫୋନ୍‍ରେ ଭାଇବ୍ରେଟର, ଟଚ୍ଚ, ସାଉଣ୍ଡ ରେକର୍ଡର ମଧ୍ୟ ରହିଛି। ଏହାସହିତ ଏଥିରେ ଡୁଆଲ ସିମ୍‍ ସପୋର୍ଟ ମଧ୍ୟ ଦିଆଯାଇଛି।

ମାଇକ୍ରୋମାକ୍ସ ଏକ୍ସ-୦୭୨, ମୂଲ୍ୟ ୭୬୫ ଟଙ୍କା
ଏଥିରେ ଡୁଆଲ ସିମ୍‍, ୨୫୬ ଏମ୍‍ବି ରାମ୍‍, ୧.୭୭ ଇଞ୍ଚର ଡିସପ୍ଲେ, ୦.୮ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୧୭୫୦ ଏମ୍‍ଏଚର ବ୍ୟାଟେରୀ ରହିଛି।

ମାଇକ୍ରୋମାକ୍ସ ଏକ୍ସ-୪୨୪ପ୍ଲସ, ମୂଲ୍ୟ ୮୮୦ ଟଙ୍କା
ଏଥିରେ ୧.୮ଇଞ୍ଚର ଡିସପ୍ଲେ, ଡୁଆଲ ସିମ୍‍, ୩୨ଏମ୍‍ବି ରାମ୍‍, ୩୨ ଏମ୍‍ବି ଷ୍ଟୋରେଜ, ୦.୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୧୭୫୦ ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି।

ଡିଟେଲ ଡି-୪ ପ୍ରାଇମ, ମୂଲ୍ୟ ୬୭୫ ଟଙ୍କା
ଏହି ଫୋନ୍‍ରେ ୧.୮ ଇଞ୍ଚ୍‍ର ଡିସପ୍ଲେ, ୧୬ଜିବି ପର୍ଯ୍ୟନ୍ତ ବଢାଯାଇପାରୁଥିବା ଷ୍ଟୋରେଜ, ଡୁଆଲ ସିମ୍‍ ସପୋର୍ଟ, ୬୫୦ ଏମ୍‍ଏଚ୍‍ର ବ୍ୟାଟେରୀ ଏବଂ ୧ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ପାଇପାରିବେ।

ଇନଟେକ୍ସ ଇକୋ ବିଟ୍ସ, ମୂଲ୍ୟ ୭୦୯ ଟଙ୍କା
ଏହି ଫୋନରେ ୦.୩ ଏମ୍‍ପିର ରିୟର କ୍ୟାମେରା, ୧.୮ ଇଞ୍ଚର ଡିସପ୍ଲେ ଏବଂ ଡୁଆଲ ସିମ ସପୋର୍ଟ ପାଇପାରିବେ। ଏହି ଫୋନରେ ୮୦୦ଏମ୍‍ଏଚ୍‍ର ବ୍ୟାଟରୀ ରହିଛି।

କାଲ କେ-୭୧, ମୂଲ୍ୟ ୩୯୯ ଟଙ୍କା
ଏଥିରେ ୨.୯ ଇଞ୍ଚର ଡିସପ୍ଲେ, ଡୁଆଲ ସିମ୍‍ ସପୋର୍ଟ, ୬୪ ଏମ୍‍ବି ଷ୍ଟୋରେଜ, ୩.୫ ଏମ୍‍ଏଚ୍‍ର ହେଡଫୋନ ଜ୍ୟାକ ଏବଂ ୧୦୦୦ ଏମ୍‍ଏଚ୍‍ ବ୍ୟାଟେରୀ ରହିଛି।

କାଲ କେ-୩୩୧୦, ମୂଲ୍ୟ ୯୯୯ ଟଙ୍କା
ଏହି ଟଙ୍କାରେ ଆପଣ ଗୋଟିଏ ବର୍ଷରେ ଦୁଇଟି ଫୋନ କିଣିପାରିବେ। ଏଥିରେ ମଧ୍ୟ ୨.୫ଇଞ୍ଚର ଡିସପ୍ଲେ, ୦.୩ ମେଗାପିକ୍ସେଲର ରିୟର କ୍ୟାମେରା, ୬୪ ଏମବି ଷ୍ଟୋରେଜ ଏବଂ ୧୦୦୦ ଏମ୍‍ଏଚ୍‍ର ବ୍ୟାଟେରୀ ପାଇପାରିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories