୩ ଲୁଟେରା ଗିରଫ,ମୋବାଇଲ ଫୋନ୍‌, ରିଭଲଭର ଓ ଟଙ୍କା ଜବତ

0


କଟକ : ଚୌଦ୍ୱାର ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଏକ ଆକ୍ଟିଭା ସ୍କୁଟର, ଟାବଲେଟ୍‌, ମୋବାଇଲ ଫୋନ ଏବଂ ଦେଶୀ ରିଭଲଭର ଓ ୭ ହଜାର ଟଙ୍କା ଜବତ କରିଛି। ଗତ ୨୦ ତାରିଖ ଦିନ ଏହି ଅଭିଯୁକ୍ତମାନେ ଗତ ଡିସେମ୍ବର ୨୦ ତାରିଖରେ ନିର୍ମଳ କୁମାର ସାହୁଙ୍କଠାରୁ କଲ୍ୟାଣପୁର ସରସ୍ୱତୀ ଶିଶୁ ମନ୍ଦିର ନିକଟରୁ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ଅଭିଯୁକ୍ତମାନେ ହେଉଛନ୍ତି ପୁରୀର ରାଜା ଗୋସ୍ୱାମୀ ଓ ଜ୍ଞାନେନ୍ଦ୍ର ମାଣିଆ ଏବଂ ମଧୁପାଟଣା କଟକର ନାଗେଶ୍ୱର ମହାନ୍ତି।

Leave A Reply