BJD Bijuli 480×75 Mob

ହନୁମାନ ଜୟନ୍ତୀ: ରାଶି ଅନୁସାରେ ଜପ କରନ୍ତୁ ମହାବୀରଙ୍କ ମନ୍ତ୍ର, ଦୂର ହେବ ସବୁ କଷ୍ଟ

BJD Bijuli 480×75 Mob
0

ମହାବୀର ହନୁମାନଙ୍କ ନାମ ଜପ କଲେ କିଛି ମୂହୂର୍ତ୍ତରେ ଟଳିଯିବ ବଡ଼ରୁ ବଡ଼ ବିପଦ। ବିଧି ମୁତାବକ ଉପାସନା କଲେ ଦୂର ସବୁ ବାଧା। ହନୁମାନ ଜୟନ୍ତୀ; ଏହି ଦିନ ରାଶି ଅନୁସାରେ ହନୁମାନଙ୍କ ମନ୍ତ୍ର ଜପ କଲେ ସମସ୍ତ ପ୍ରକାର ମନୋସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି।
ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀରେ ଓଁ ସର୍ବଦୁଃଖ ହରାୟ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତି ଓଁ ପରସୌର୍ଯ୍ୟ ବିନାଶନ ନମଃ ଜପ କରନ୍ତୁ।
ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ଓଁ ମନୋଜବ୍ୟା ନମଃ ଏବଂ ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ ଜପ କଲେ ସୁଫଳ ମିଳିବ।
ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀ ଅବସରରେ ଓଁ ସର୍ବଗ୍ରହ ବିନାଶୀ ନମଃ ଜପ କଲେ ଶୁଭ ହେବ।

Leave A Reply