ମୋହନା: ମାଓବାଦୀଙ୍କ ସହ ସଂପୃକ୍ତି ଥିବା ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ବିରିକୋଟ ଗାଁର ରଘୁ ନାୟକ ଓ ବରୁଡୁ ଗାଁର ପୀତର ନାୟକ । ଉଭୟଙ୍କୁ ଅଡବା ପୁଲିସ ଗାଁରୁ ଗିରଫ କରିଛି । ସେମାନେ ୨୦୦୮ ମସିହାରୁ ଫେରାର ଥିଲେ ।

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!