www.samajalive.in
Sunday, December 14, 2025
14.1 C
Bhubaneswar

ବ୍ରହ୍ମପୁର ରେଳ ଷ୍ଟେସନରୁ ୨୪ ନାବାଳକ ଓ ନାବାଳିକା ଉଦ୍ଧାର

ବ୍ରହ୍ମପୁର: ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲାଣ ହେଉଥିବା ୨୪ଜଣଙ୍କୁ ଉଦ୍ଧାର କଲା ଵ୍ରହ୍ମପୁର ଚାଇଲଡ଼ ଲାଇନ।
ଵ୍ରହ୍ମପୁର ରେଳ ଷ୍ଟେସନରୁ ଗତ ବିଳମ୍ବିତ ରାତିରେ ଏମାନଙ୍କୁ ଉଦ୍ଧାର କରାଯାଇଛି।
୨୪ଜଣଙ୍କ ମଧ୍ୟରେ ୯ ନାବାଳିକା ଓ ୧୫ ନାବାଳକ ରହିଛନ୍ତି। ସମସ୍ତ ନାବାଳିକା ରାୟଗଡା ଜିଲ୍ଲାର କେଶପୁର ଅଞ୍ଚଳର ବୋଲି ଜଣାପଡିଛି।
ଉଦ୍ଧାରଙ୍କ ମଧ୍ୟରୁ ୨ଜଣ କନ୍ଧମାଳ, ରାୟଗଡାର ୬, ଗଂଜାମର ୩ ଓ ଗଜପତି ଜିଲ୍ଲାର ୪ ଜଣ ଥିବା ଜଣାପଡିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories