BJD Bijuli 480×75 Mob

ପୁଞ୍ଚରେ ଆତଙ୍କୀ ହମଲା, ଯବାନ ଗୁରୁତର

BJD Bijuli 480×75 Mob

ଜାମ୍ମୁ କାଶ୍ମୀର ପୁଞ୍ଚରେ ଆଇଏଏଫ କନଭଏ ଉପରେ ଆତଙ୍କବାଦୀ ହାମଲା। ଆତଙ୍କୀ ହମଲାରେ ଯବାନ ଗୁରୁତର ହୋଇଥିବା ସୂଚନା। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ ପକ୍ଷରୁ  କର୍ଡନ କରି ଜୋରଦାର ତଲାସୀ।

Comments are closed.