ନୂଆଦିଲ୍ଲୀ,: ତଥ୍ୟ ଚୋରିକୁ ନେଇ ସାମାଜିକ ଗଣମାଧ୍ୟମ ଫେସବୁକ୍ ଓ ରାଜନୈତିକ ପରାମର୍ଶ ପ୍ରଦାନକାରୀ କମ୍ପାନୀ କେମ୍ବ୍ରିଜ୍ ଆନାଲିଟିକା (ସିଏ)କୁ ସରକାର ଦ୍ୱିତୀୟ ବାର ନୋଟିସ ଜାରି କରିଛନ୍ତି। ଦ୍ୱିତୀୟ ନୋଟିସରେ କମ୍ପାନୀକୁ କେତେକ ଅତିରିକ୍ତ ପ୍ରଶ୍ନ ପଚରାଯାଇଛି। ଯାହାର ଉତ୍ତର ଦେବାକୁ ମେ ୧୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ପୂର୍ବରୁ ଫେସବୁକ୍ ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଥିବା ନେଇ ସ୍ୱୀକାର କରିଥିଲା। ଏପରିକି ୫.୬୨ଲକ୍ଷ ଭାରତୀୟଙ୍କ ତଥ୍ୟ ଚୋରି ହୋଇଥିବା କୁହାଯାଇଥିଲା।
Popular Categories



