ଜଳୁଛି ଶଗୁଆନ ଜଙ୍ଗଲ

0

ଖୁଣ୍ଟା: ଖୁଣ୍ଟା ସଂରକ୍ଷିତ ଶଗୁଆନ ଜଙ୍ଗଲରେ ନିଆଁ  ଲାଗି ଯାଇଥିବା ଖବର ମିଳିଛି । ଅଗ୍ନିାକଣ୍ଡ ସ୍ଥଳରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ବନ କର୍ମଚାରୀ , ବାରଡ଼ାଙ୍ଗୁଆ ଗ୍ରାମବାସୀ ମିଳିତ ଭାବେ ନିଆଁକୁ ଆୟତ କରିବାକୁ ଉଦ୍ୟମ ଚାଳଇଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ପ୍ରାଣହାନୀ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

Leave A Reply