କୋଣାର୍କ ଏନଏସି କାର୍ୟ୍ୟାଳରେ ଭିଜିଲାନ୍ସ ଚଢ଼ଉ

0

କୋଣାର୍କ: କୋଣାର୍କ ଏନଏସି କାର୍ୟ୍ୟାଳରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ବିଦ୍ୟୁତ ଯୋଗାଣରେ କୋଟିଏ ଟଙ୍କାର ଦୁର୍ନୀତିକୁ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି ।

Leave A Reply