ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ବିନିଯୋଗ ହେବ ୪୪ହଜାର ୭୯୩ କୋଟି ଟଙ୍କା। ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଜି ନିବେଶକୁ ମଞ୍ଜୁରୀ କରାଯାଇଛି। ପୁଞ୍ଜିନିେବେଶ ଦ୍ୱାରା ରାଜ୍ୟରେ ୨୩୦୦୫ ନିଯୁକ୍ତି ସୃଷ୍ଟି ହେବ। ରିଫାଇନାରୀ, ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜିରେ ନିବେଶ ହେବ। ଯାଜପୁର, ଢ଼େଙ୍କାନାଳ, କଟକରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.