www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆ କପ୍‍ କ୍ରିକେଟ : ଖେଳସୂଚୀ

ଦୁବାଇ : ଶନିବାରଠାରୁ ଆରମ୍ଭ ହୋଇଛି ଏସିଆ କପ୍‍ କ୍ରିକେଟ । ଠିକ୍‍ ୩୪ ବର୍ଷ ତଳେ ଏହି ୟୁଏଇରେ ହିଁ ଏସିଆ କପ୍‍ ଆରମ୍ଭ ହୋଇଥିଲା। ଏହାର ୧୪ଶ ସଂସ୍କରଣ ୟୁଏଇର ୨ଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଏସୀୟ ଦେଶ ଭାଗ ନେଇଛନ୍ତି। ଏସିଆର ୪ ଟେଷ୍ଟ ଖେଳୁଥିବା ଦେଶ- ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସହ ଯୋଗ୍ୟତା ଅର୍ଜନ କରିଥିବା ହଂକଂ ଓ ଆଫ୍‍ଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। ୬ଟି ଦଳଙ୍କୁ ୨ଟି ଗ୍ରୁପ୍‍ରେ ରଖାଯାଇଛି। ପ୍ରତି ଗ୍ରୁପ୍‍ର ଶ୍ରେଷ୍ଠ ୨ଟି ଦଳ ସୁପର ଫୋର୍‍ ପର୍ଯ୍ୟାୟରେ ଖେଳିବେ।  ସୁପର ଫୋର୍‍ର ଶ୍ରେଷ୍ଠ ୨ ଦଳ ଚଳିତମାସ ୨୮ରେ ଫାଇନାଲ ଖେଳିବେ। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‍ ଭାରତୀୟ ସମୟ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ।

ଏସିଆ କପ୍‍ କ୍ରିକେଟ : ଖେଳସୂଚୀ
୧୫ ୦୯ ୨୦୧୮ ବାଂଲାଦେଶ ବନାମ ଶ୍ରୀଲଙ୍କା
୧୬ ୦୯ ୨୦୧୮ ପାକିସ୍ତାନ ବନାମ ହଂକଂ
୧୭ ୦୯ ୨୦୧୮ ଶ୍ରୀଲଙ୍କା ବନାମ ଆଫଗାନିସ୍ଥାନ
୧୮ ୦୯ ୨୦୧୮ ଭାରତ ବନାମ ହଂକଂ
୧୯ ୦୯ ୨୦୧୮ ଭାରତ ବନାମ ପାକିସ୍ତାନ
୨୦ ୦୯ ୨୦୧୮ ବାଂଲାଦେଶ ବନାମ ଆଫଗାନିସ୍ଥାନ
୨୧ ୦୯ ୨୦୧୮ ଗ୍ରୁପ ବି-୧ ବନାମ ଗ୍ରୁପ ଏ -୨
୨୧ ୦୯ ୨୦୧୮ ଗ୍ରୁପ ଏ -୧ ବନାମ ଗ୍ରୁପ ବି -୨
୨୩ ୦୯ ୨୦୧୮ ଗ୍ରୁପ ଏ -୧ ବନାମ ଗ୍ରୁପ ଏ-୨
୨୩ ୦୯ ୨୦୧୮ ଗ୍ରୁପ ବି -୧ ବନାମ ଗ୍ରୁପ ବି-୨
୨୫ ୦୯ ୨୦୧୮ ଗ୍ରୁପ ଏ -୧ ବନାମ ଗ୍ରୁପ ବି-୧
୨୬ ୦୯ ୨୦୧୮ ଗ୍ରୁପ ଏ -୨ ବନାମ ଗ୍ରୁପ ବି-୨
୨୮ ୦୯ ୨୦୧୮ ଫାଇନାଲ ମ୍ୟାଚ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories