BJD Bijuli 480×75 Mob

ନବବଧୂକୁ ହତ୍ୟା ଅଭିଯୋଗ

BJD Bijuli 480×75 Mob
0

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକର ବଉଳ ଝୋଳି ଗାଁର ବିଷୋୟୀ ସାହିରେ ନବବଧୂକୁ ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ସ୍ବାମୀ ନଥିବା ଅବସ୍ଥାରେ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବଧୂ ନାମ ହେଲା ମନିଷା ବିଷୋୟୀ ଓ ତାଙ୍କ ସ୍ୱାମୀ ଭାଗିରଥୀ ବିଶୋୟୀ ବୋଲି ଜଣାପଡିଛି ।

Leave A Reply