www.samajalive.in
Monday, December 15, 2025
26.1 C
Bhubaneswar

ଶନି-ବୃହସ୍ପତିଙ୍କ ଦୁର୍ଲ୍ଲଭ ଯୋଗ: ଏହି ୩ ରାଶିଙ୍କ ଭର୍ତ୍ତି ହେବ ଆଲମିରା, ମିଳିବ ଧନ ଠାରୁ ଆରମ୍ଭ କରି ବୈବାହିକ ସୁଖ, ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍ମଫଳ ଦାତା ଶନି ବର୍ତ୍ତମାନ ଓଲଟା ଚଳନ କରିଛନ୍ତି । ବୃହସ୍ପତି ମଧ୍ୟ ଚଳନ କରିଛନ୍ତି । ଶନି ଓ ଗୁରୁ ପୂର୍ବରୁ ହିଁ ବିଶେଷ ସ୍ଥିତିରେ ରହିଛନ୍ତି । ଏବେ ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିଛନ୍ତି ।

ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିବା ତ୍ରିଦଶାଂଶ ଯୋଗ ସୃଷ୍ଟି କରୁଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଧନ ସମ୍ପତ୍ତି ବୃଦ୍ଧି ହେବ ।

- Advertisement -

ବୃଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଶନି-ଗୁରୁଙ୍କ ଆଶୀର୍ବାଦ ମିଳିବ । ହଠାତ୍‌ ଧନ ଲାଭ ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ବିତିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ବିବାହ ସ୍ଥିର ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

ମିଥୁନ- ଜୀବନରେ ଖୁସିରେ ଆଗମନ ହେବ । ପୁରୁଣା ସମସ୍ୟା ଦୂର ହେବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ମନର ଇଚ୍ଛା ପୂରଣ ହେବ ।

ମକର- ସକରାତ୍ମକ ଫଳ ମିଳିବ । ପୁରୁଣା ରୋଗ ଦୂର ହେବ । ଚାକିରି ବ୍ୟବସାୟ ଉଭୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ଖୁସି ଖବର ମଧ୍ୟ ମିଳିବ ।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories