ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..

ଚଳିତ ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହା ୨୧ ସେପ୍ଟେମ୍ବର ରବିବାରରେ ଶେଷ ହେବ । ୭ ସେପ୍ଟେମ୍ବର ଦିନ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ଜ୍ୟୋତିଷ ଗଣନାନୁସାରେ ଚଳିତ ବର୍ଷର ପିତୃପକ୍ଷ ଖୁବ୍‌ ଖାସ୍‌ । ୭ ସେପ୍ଟେମ୍ବରରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ସମୟ ରାତି ୯ଟା ୫୮ ମିନିଟ୍‌ରୁ ଆରମ୍ଭ ହୋଇ ରାତି ୧ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣର ପାକ ତ୍ୟାଗ ସମୟ ସ୍ପର୍ଶ ସମୟର … Continue reading ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..