www.samajalive.in
Friday, December 5, 2025
20.1 C
Bhubaneswar

୧୫ ସେପ୍ଟେମ୍ବରରେ ଦୁର୍ଲ୍ଲଭ ରାଜଯୋଗ; ଏହି ୪ ରାଶିଙ୍କ ଖୋଲିଯିବ ଭାଗ୍ୟ, ଖାଲି ହେବ ଧନର ବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟବସାୟ, ବାଣୀ, ବୁଦ୍ଧି ଓ ଧନର କାରକ ବୁଧ ଗ୍ରହର ସେପ୍ଟେମ୍ବର ମାସରେ ମହତ୍ତ୍ୱପୂର୍ଣ୍ଣ ଚଳନ ହେବାକୁ ଯାଉଛି । ବୁଧ ଚଳନ କରିବା ପରେ ଦୁର୍ଲ୍ଲଭ ରାଜଯୋଗ ହେବାକୁ ଯାଉଛି । ଏହାର ପ୍ରଭାବରେ ୪ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ଗ୍ରହଙ୍କ ରାଜକୁମାର ବୁଧ ସବୁଠାରୁ ଦ୍ରୁତ ଗତିରେ ଚଳନ କରୁଥିବା ଓ କମ୍‌ ସମୟରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହି ସମୟରେ ବୁଧ ଗ୍ରହ ସିଂହ ରାଶିରେ ରହିଛନ୍ତି । ୧୫ ସେପ୍ଟେମ୍ବରରେ ବୁଧ ଚଳନ କରି କନ୍ୟା ରାଶିରେ ପ୍ରବେଶ କରିବେ ।

- Advertisement -

କନ୍ୟା ରାଶିର ସ୍ୱାମୀ ଗ୍ରହ ବୁଧ ଗ୍ରହ ଓ ବୁଧ ଗ୍ରହ କନ୍ୟା ରାଶିରେ ଉଚ୍ଚରେ ରହିଛନ୍ତି । ମହାପୁରୁଷ ରାଜଯୋଗ ହେବ । ଏହି ରାଜଯୋଗ ୪ ରାଶିଙ୍କ ପାଇଁ ଲାଭଦାୟକ ହେବ । କର୍ମକ୍ଷେତ୍ର ଓ ବ୍ୟବସାୟରେ
ଖୁବ୍‌ ଉନ୍ନତି ହେବ ।

ବୃଷ- ସେପ୍ଟେମ୍ବର ୧୫ରେ ହେବାକୁ ଯାଉଥିବା ବୁଧଙ୍କ ଚଳନ ଏହି ରାଶିଙ୍କ ଜାତକରେ କର୍ମକ୍ଷେତ୍ରରେ ଉନ୍ନତି ହେବ । କର୍ମର ପ୍ରଭାବ ରହିଲେ ମଧ୍ୟ ଉନ୍ନତିର ମାର୍ଗ ଖୋଲିବ । ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ ।

ମିଥୁନ- ସମୟ ଅନୁକୂଳ ରହିଛି । ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଭୂମି, ଗାଡି କିଣିବାର ଯୋଗ ରହିଛି । ସମ୍ପତ୍ତି ରୁ ଲାଭ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ ରହିଛି ।

କନ୍ୟା- ଏହି ରାଶିଙ୍କୁ ଜବରଦସ୍ତ ଲାଭ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବଡ ଚୁକ୍ତି ସ୍ୱାକ୍ଷର କରିବେ । ଧନ-ସମ୍ପତ୍ତି, ସଫଳତା ମିଳିବ । ଘରେ ହସଖୁସିର ବାତାବରଣ ରହିବ ।

ଧନୁ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଚାକିରି ବ୍ୟବସାୟରେ ଉନ୍ନତି ହେବ । ଖୁବ୍‌ ଧନ ରୋଜଗାର କରିବେ । ନୂଆ ନୂଆ ସୁଯୋଗ ମିଳିବ । ଚାକିରିରେ ଶୁଭ ପରିବର୍ତ୍ତ ନହେବ ।

ଆରମ୍ଭ ହେଲା ପିତୃପକ୍ଷ : ଜାଣନ୍ତୁ କେଉଁ କାର୍ଯ୍ୟ ବର୍ଜନୀୟ; କ’ଣ କରିବେ ନାହିଁ ଦାନ

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories