www.samajalive.in
Saturday, December 6, 2025
16.1 C
Bhubaneswar

ରାଶି ଅନୁଯାୟୀ ହାତରେ ପିନ୍ଧନ୍ତୁ ; ମିଳିବ ଶୁଭଫଳ

ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରରେ ଅନେକ ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟର ପାଳନ କରିବା ଦ୍ୱାରା କାର୍ଯ୍ୟରେ ସଫଳତା,ଧନସମ୍ପତ୍ତି ବୃଦ୍ଧି ଓ ଶୁଭଫଳ ମିଳିଥାଏ। ହାତରେ ରକ୍ଷାସୂତ୍ର ଧାରଣ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ଜାଣନ୍ତୁ ରାଶି ଅନୁଯାୟୀ, କେଉଁ ରଙ୍ଗର ରକ୍ଷାସୂତ୍ର ଧାରଣ କରିବା ଦ୍ୱାରା ସଫଳତା ମିଳିଥାଏ।
ମେଷ, ସିଂହ ଓ ବିଛା ରାଶିର ବ୍ୟକ୍ତି ବିଶେଷ ଲାଲ ରଙ୍ଗର ରକ୍ଷାସୂତ୍ର ପିନ୍ଧନ୍ତୁ। ଏହାଦ୍ୱାରା ପ୍ରଭୁ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ବୃଷ, କର୍କଟ ଓ ତୁଳା ରାଶିର ବ୍ୟକ୍ତି ବିଶେଷ ହସ୍ତରେ ଧଳା ରଙ୍ଗର ରକ୍ଷାସୂତ୍ର ପିନ୍ଧନ୍ତୁ। ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ମିଥୁନ ଓ କନ୍ୟା ରାଶିର ବ୍ୟକ୍ତି ବିଶେଷ ହାତରେ ସବୁଜ ରଙ୍ଗର ରକ୍ଷାସୂତ୍ର ପିନ୍ଧନ୍ତୁ।
ଧନୁ ଓ ମୀନ ରାଶିର ବ୍ୟକ୍ତି ବିଶେଷ ହାତରେ ହଳଦିଆ ରଙ୍ଗର ରେଶମୀ ରକ୍ଷାସୂତ୍ର ପିନ୍ଧନ୍ତୁ।
ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ହାତରେ ନୀଳ ରଙ୍ଗର ରକ୍ଷାସୂତ୍ର ପିନ୍ଧନ୍ତୁ। ଏହାଦ୍ୱାରା ବିଶେଷ ଫଳ ସହ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିଥାଏ।

.

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories