www.samajalive.in
Saturday, December 6, 2025
16.1 C
Bhubaneswar

ୟସ ପ୍ରଭାବ: ଖିରେଇଟାଙ୍ଗିରୀ ପଞ୍ଚାୟତରେ ଦୁଇ ଘର ଭାଙ୍ଗିଲା

ପାଟଣା : ବାତ୍ୟା ୟସ ପ୍ରଭାବରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଫଳରେ ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତରେ ଦୁଇ ଜଣଙ୍କର କଚା ଘର ଭାଙ୍ଗିଥିବା ସୂଚନା ମିଳିଛି। ଗତକାଲିଠାରୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଡଳଙ୍ଗ ଗ୍ରାମର ଜହ୍ନା ନାଏକ ଓ ଡାବରଚୁଆ ଗ୍ରାମର ଚକ୍ରଧର ପାତ୍ରଙ୍କ ଘରର କାନ୍ଥ ଆଜି ଭୁଶୁଡ଼ି ପଡ଼ିଛି। ଖବର ପାଇ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଭାଙ୍ଗିଥିବା ଗୃହ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଗରିବ ପରିବାରଙ୍କୁ ଅଧିକ ପଲିଥିନ୍ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଶ୍ରୀ ମହାନ୍ତ ମତ ଦେଇଥିବା ବେଳେ ବିଧାୟକ ଶ୍ରୀ ନାଏକ ଏନେଇ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ବନଜ ନାଏକ ମଧ୍ୟ ଆଶ୍ରୟସ୍ଥଳୀରେ ଉପସ୍ଥିତ ଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories