କଲବଲ କରୁଛି ତାତି ; ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର : କଲବଲ କରୁଛି ତାତି। ଅସହ୍ୟ ଖରା। ଜଳୁଛି ସାରା ଓଡିଶା। ଉପମୁହାଁ ହେଉଛି ପାରଦ। ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି: ୪୧.୬, ଝାରସୁଗୁଡା ୪୧.୪,ବାଲେଶ୍ୱର ୪୦.୫, ସମ୍ବଲପୁର ୪୦.୩,କେନ୍ଦୁଝର ୪୦, ରାଉରକେଲା ୩୯.୯, ହୀରାକୁଦ ୩୯.୫, ଗୋପାଳପୁର ୩୫.୬, ପୁରୀ ୩୪.୮, ପାରାଦୀପ ୩୪.୨ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୪୧.୯°C
ଚାନ୍ଦବାଲି: ୪୧.୬°C
ଝାରସୁଗୁଡା: ୪୧.୪°C
ବାଲେଶ୍ୱର: ୪୦.୫°C
ସମ୍ବଲପୁର: ୪୦.୩°C
କେନ୍ଦୁଝର: ୪୦°C
ରାଉରକେଲା:୩୯.୯°C
ହୀରାକୁଦ: ୩୯.୫°C
ଗୋପାଳପୁର:୩୫.୬°C
ପୁରୀ:୩୪.୮°C
ପାରାଦୀପ: ୩୪.୨°C— Meteorological Centre, Bhubaneswar (@mcbbsr) April 16, 2024
Comments are closed.