କଲବଲ କରୁଛି ତାତି ; ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : କଲବଲ କରୁଛି ତାତି। ଅସହ୍ୟ ଖରା। ଜଳୁଛି ସାରା ଓଡିଶା। ଉପମୁହାଁ ହେଉଛି ପାରଦ। ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି: ୪୧.୬, ଝାରସୁଗୁଡା ୪୧.୪,ବାଲେଶ୍ୱର ୪୦.୫, ସମ୍ବଲପୁର ୪୦.୩,କେନ୍ଦୁଝର ୪୦, ରାଉରକେଲା ୩୯.୯, ହୀରାକୁଦ ୩୯.୫, ଗୋପାଳପୁର ୩୫.୬, ପୁରୀ ୩୪.୮, ପାରାଦୀପ ୩୪.୨ଡିଗ୍ରୀ ରେକର୍ଡ କରାଯାଇଛି।

ଚାଣକ୍ୟ ନୀତି : ଏମିତି ବିପଦରୁ ମୁକ୍ତି ପାଇବେ..

Comments are closed.