ଚାଣକ୍ୟ ନୀତି : ଏମିତି ବିପଦରୁ ମୁକ୍ତି ପାଇବେ..

ଆଚାର୍ଯ୍ୟ ଚାଣକ୍ୟ ଭାରତର ମହାନ ଜ୍ଞାନୀ ଓ ବିଦ୍ୱାନ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ନୀତି କେବଳ ଦେଶ ନୁହେଁ ବରଂ ସାରା ଦୁନିଆରେ ପ୍ରସିଦ୍ଧ। ଯାହାକୁ ଚାଣକ୍ୟ ନୀତି ବୋଲି କୁହାଯାଏ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଉଲ୍ଳେଖ କରିଛନ୍ତି। ଯାହାର ଅନୁକରଣ କରିବା ଦ୍ୱାରା ମନୁଷ୍ୟଙ୍କୁ ସଫଳତା, ସୁଖ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡିତ ପ୍ରତ୍ୟେକ ଜିନିଷକୁ ନିଜ ନୀତିରେ ବର୍ଣ୍ଣନା କରିଛନ୍ତି। ସେଭଳି … Continue reading ଚାଣକ୍ୟ ନୀତି : ଏମିତି ବିପଦରୁ ମୁକ୍ତି ପାଇବେ..