mission shakti banner

ଜଳୁଛି ରାଜଧାନୀ ; ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ

BSKY banner  750×100

ଭୁବନେଶ୍ୱର : ତାତିରେ ରେକର୍ଡ ଭାଙ୍ଗୁଛି ରାଜଧାନୀ। ସୋମବାର ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି ୪୧.୧, ଝାରସୁଗୁଡା ୪୧, ବାଲେଶ୍ୱର ୪୦, ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉରକେଲା ୩୯.୨, କେନ୍ଦୁଝର ୩୮.୯, ଗୋପାଳପୁର ୩୫.୫, ପାରାଦୀପ ୩୫.୨, ପୁରୀ: ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

ରାଜଧାନୀରେ ପାଗ; ଏସବୁ ସ୍ଥାନରେ ହେବ ଝଡ ତୋଫାନ, କୁଆପଥର ବର୍ଷା!

Comments are closed.