ଭୁବନେଶ୍ୱର : ତାତିରେ ରେକର୍ଡ ଭାଙ୍ଗୁଛି ରାଜଧାନୀ। ସୋମବାର ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି ୪୧.୧, ଝାରସୁଗୁଡା ୪୧, ବାଲେଶ୍ୱର ୪୦, ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉରକେଲା ୩୯.୨, କେନ୍ଦୁଝର ୩୮.୯, ଗୋପାଳପୁର ୩୫.୫, ପାରାଦୀପ ୩୫.୨, ପୁରୀ: ୩୫ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୪୧.୨°C
ଚାନ୍ଦବାଲି: ୪୧.୧°C
ଝାରସୁଗୁଡା: ୪୧°C
ବାଲେଶ୍ୱର: ୪୦°C
ହୀରାକୁଦ: ୩୯.୫°C
ସମ୍ବଲପୁର: ୩୯.୪°C
ରାଉରକେଲା: ୩୯.୨°C
କେନ୍ଦୁଝର: ୩୮.୯°C
ଗୋପାଳପୁର: ୩୫.୫°C
ପାରାଦୀପ: ୩୫.୨°C
ପୁରୀ: ୩୫°C— Meteorological Centre, Bhubaneswar (@mcbbsr) April 15, 2024



