ଭୁବନେଶ୍ୱର : ଦିନ ସାଢେ ୧୧ରୁ ଓଡିଶାର ଅଧିକାଂଶ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା। ସାଢେ ୧୧ସୁଦ୍ଧା ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୩୮.୪,ସମ୍ବଲପୁର ୩୮.୨, ହୀରାକୁଦ ୩୭.୪, ଚାନ୍ଦବାଲି ୩୬.୬, କେନ୍ଦୁଝର ୩୬.୪, ଗୋପାଳପୁର ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଭୁବନେଶ୍ୱର: ୩୯ ଡ଼ିଗ୍ରୀ
ଝାରସୁଗୁଡା: ୩୮.୪ ଡ଼ିଗ୍ରୀ
ସମ୍ବଲପୁର: ୩୮.୨ ଡ଼ିଗ୍ରୀ
ହୀରାକୁଦ: ୩୭.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୬.୬ ଡ଼ିଗ୍ରୀ
କେନ୍ଦୁଝର: ୩୬.୪ ଡ଼ିଗ୍ରୀ
ଗୋପାଳପୁର: ୩୪.୬ ଡ଼ିଗ୍ରୀ
ବାଲେଶ୍ୱର: ୩୩.୬ ଡ଼ିଗ୍ରୀ
ପୁରୀ: ୩୩ ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) May 23, 2023



