www.samajalive.in
Saturday, December 6, 2025
16.1 C
Bhubaneswar

୭ହଜାର ରିହାତିରେ କିଣନ୍ତୁ Vivoର ଏହି ସ୍ମାର୍ଟ ଫୋନ୍‍

ସମାଜ ଡିଜିଟାଲ ଡେସ୍କ: ଅଗ୍ରଣୀ ସ୍ମାର୍ଟଫୋନ୍‍ କମ୍ପାନୀ ଭିଭୋର ଅନେକ ପ୍ରକାରର ଫୋନ୍‍ ବଜାରରେ ଉପଲବ୍ଧ ହେଉଛି । ଯଦି ଆପଣ ଭିଭୋ କମ୍ପାନୀର ଏକ ୫ଜି ଫୋନ୍‍ କିଣିବାକୁ ଚାହୁଁଛନ୍ତି ତେବେ ଭିଭୋ ଟି୩ ପ୍ରୋ ୫ଜି ଫୋନ୍‍ କିଣନ୍ତୁ । ପ୍ରାୟ ୩୯ହଜାର ଟଙ୍କା ମୂଲ୍ୟରେ ଆସୁଥିବା ଏହି ଫୋନ୍‍ ଟି ଫ୍ଲିପ୍‍କାର୍ଟ ସେଲ୍‍ ସମୟରେ ଶସ୍ତାରେ କିଣିପାରିବେ । ଫ୍ଲିପ୍‍କାର୍ଟ ଏଣ୍ଡ ଅଫ୍‍ ସିଜିନ୍‍ ସେଲ୍‍ ସମୟରେ ଭିଭୋ ଟି୩ ପ୍ରୋ ୫ଜି ରିହାତି ସହିତ ବିକ୍ରି କରାଯାଉଛି । ଏହାର ମୂଲ୍ୟରେ ୭୦୦୦ ଟଙ୍କା ରିହାତି ରହିଛି ।

ଭିଭୋ ଟି୩ ପ୍ରୋ ୫ଜିର ପ୍ରମୁଖ ବିଶେଷତା
ଡିସପ୍ଲେ-୬.୭୭ ଇଞ୍ଚ Full HD+ AMOLED
ପଛ କ୍ୟାମେରା- 50MP + 8MP
ସାମ୍ପ୍ରତିକ କ୍ୟାମେରା- 16MP
ବ୍ୟାଟେରୀ- 5500 mAh
ପ୍ରୋସେସର –Snapdragon 7 Gen 3

- Advertisement -

ଭିଭୋ ଟି୩ ପ୍ରୋ ୫ଜି ଫୋନ୍‍ ଟି ରିହାତି ସହିତ ବିକ୍ରି ହେଉଛି । ଏଥିରେ 8 GB + 128 GB ଭାରିଆଣ୍ଟଟି ଫ୍ଲିପକାର୍ଟରେ ୨୩ପ୍ରତିଶତ ରିହାତିରେ ଉପଲବ୍ଧ ହେଉଛି । ଏହି ଫୋନର ମୂଲ୍ୟରେ ୭୦୦୦ଟଙ୍କା ସିଧାସଳଖ ରିହାତି ରହିଛି । ଭିଭୋ ଟି୩ ପ୍ରୋ ୫ଜି ଫୋନ୍‍ ଫୋନର ଦାମ ୨୯,୯୯୯ଟଙ୍କା ଥିବାବେଳେ ରିହାତିରେ ୨୨,୯୯୯ ଟଙ୍କାରେ ବିକ୍ରି ହେଉଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories