www.samajalive.in
Saturday, December 13, 2025
14.1 C
Bhubaneswar

ବିରାଟ – ବିଶ୍ୱର ୧ ନମ୍ବର

ଭାରତୀୟ ଅଧିନାୟକ ବିରାଟ କୋହଲୀ ଏକଦିବସୀୟ କ୍ରିକେଟରେ ସର୍ବୋଚ୍ଚ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେ ୮୭୦ ପଏଣ୍ଟ୍‍ ସହ ପ୍ରଥମ ସ୍ଥାନରେ ଥିବାବେଳେ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି କେ.ଏଲ୍‍. ରାହୁଲ୍‍ ୩୧ତମ ସ୍ଥାନରୁ ୨୭ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୨ତମ ସ୍ଥାନରେ ଅଛନ୍ତି। ଆଇ.ସି.ସି. ର‍୍ୟାଙ୍କିଙ୍ଗ୍‍ ୧୦୦ତମ ତାଲିକାରେ ରିଷଭ ପନ୍ଥ ସ୍ଥାନ ପାଇଛନ୍ତି।

ବୋଲର୍‍ମାନଙ୍କ ମଧ୍ୟରେ ଯଶପ୍ରୀତ୍‍ ବୁମ୍‍ରାହ ୬୯୦ ପଏଣ୍ଟ୍‍ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ଭୁବନେଶ୍ୱର କୁମାର ୧୧ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ର‍୍ୟାଙ୍କିଙ୍ଗ୍‍ରେ ରବିଚନ୍ଦ୍ରନ ଅଶ୍ୱିନୀ ପୂର୍ବଭଳି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories