nua o banner

ଦେଖନ୍ତୁ ଭିଡିଓ ; ଗୋଟିଏ ଝଟକାରେ କ’ଣ କଲା ହାତୀ..

BSKY banner  750×100

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ମାଲାମାଲା ଗେମ୍ ରିଜର୍ଭରେ କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, କିଭଳି ଏକ ହାତୀ ନିଜର ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରି ଏକ ବିଶାଳ ବୃକ୍ଷକୁ ଧକ୍କା ଦେଇ ଓପାଡି ଦେଉଛି। ହାତୀଟି ଏକ ବୀରାଟକାୟ ବୃକ୍ଷକୁ କିଛି ସମୟରେ ହିଁ ଓପାଡି ପକାଇ ଦେଉଛି। ହାତୀ ଖୁବ ଶକ୍ତିଶାଳୀ। ଏଭଳି ଦୃଶ୍ୟ ବାସ୍ତବିକ ହାତୀ ବଳର ପରିଚୟ ପ୍ରଦାନ କରୁଛି। ସାଧାରଣତଃ ହାତୀ ସତେଜ ଗଛ ଡାଳ ଓ ପତ୍ର ନିକଟରେ ପହଞ୍ଚିବା ପାଇଁ ଗଛକୁ ଓପାଡି ଦେଇ ଥାଆନ୍ତି।

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..


ଭିଡିଓଟି ପୋଷ୍ଟ ହେବା ପରେ ଲକ୍ଷାଧିକ ଲୋକେ ଏହାକୁ ଦେଖି ସାରିଲେଣି। ଏହାସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Comments are closed.