www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ ; ଗୋଟିଏ ଝଟକାରେ କ’ଣ କଲା ହାତୀ..

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ମାଲାମାଲା ଗେମ୍ ରିଜର୍ଭରେ କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, କିଭଳି ଏକ ହାତୀ ନିଜର ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରି ଏକ ବିଶାଳ ବୃକ୍ଷକୁ ଧକ୍କା ଦେଇ ଓପାଡି ଦେଉଛି। ହାତୀଟି ଏକ ବୀରାଟକାୟ ବୃକ୍ଷକୁ କିଛି ସମୟରେ ହିଁ ଓପାଡି ପକାଇ ଦେଉଛି। ହାତୀ ଖୁବ ଶକ୍ତିଶାଳୀ। ଏଭଳି ଦୃଶ୍ୟ ବାସ୍ତବିକ ହାତୀ ବଳର ପରିଚୟ ପ୍ରଦାନ କରୁଛି। ସାଧାରଣତଃ ହାତୀ ସତେଜ ଗଛ ଡାଳ ଓ ପତ୍ର ନିକଟରେ ପହଞ୍ଚିବା ପାଇଁ ଗଛକୁ ଓପାଡି ଦେଇ ଥାଆନ୍ତି।

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..


ଭିଡିଓଟି ପୋଷ୍ଟ ହେବା ପରେ ଲକ୍ଷାଧିକ ଲୋକେ ଏହାକୁ ଦେଖି ସାରିଲେଣି। ଏହାସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories