www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଶିକାରୀ ପଛରେ ଶିକାର, ଶିକାର ପଛରେ ଶିକାରୀ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଅନେକ ସମୟରେ ଏପରି ଭିଡିଓ ଭାଇରାଲ ହୋଇଥାଏ,ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। କିଛି ଭିଡିଓ ବିଶ୍ୱାସ କରିବା ସମ୍ଭବ ହୋଇନଥାଏ। ଏଭଳି ହିଁ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓଟି ଚିତାବାଘର।


ଭାଇରାଲ ଭିଡିଓରେ ଦେଖିପାରିବେ, ଏକ ବାଘ ନିଜ ଶିକାର ପଛରେ ଦୌଡୁଛି। ମାତ୍ର ଶିକାର କରି ପାରୁ ନାହିଁ। ଶିକାର ମଧ୍ୟ ଦୌଡୁଛି। ଶିକାର ଦୌଡୁଛି, ଶିକାରୀ ମଧ୍ୟ ଦୌଡୁଛି। ଏହାପରେ ଶିକାର ସେଠାରୁ ଖସି ପଳାଉଛି। ଭିଡିଓଟି ଦେଖି ଲୋକେ ନିଜ ହସକୁ ରୋକି ପାରି ନାହାଁନ୍ତି। ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଜୁନ ୬ ଶନି ଜୟନ୍ତୀ ; ବାସ୍ ଏହି ଉପାୟରେ ଦୂର ହେବ ଶନି ଦୋଷ, ମିଳିବ ଧନ ସମ୍ପତ୍ତି, ଚମକିବ ଭାଗ୍ୟ..

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories