www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ ; ଗଛରୁ ପଣସ ଆଣିବା ପାଇଁ ହାତୀ କ’ଣ କଲା..

ନୂଆଦିଲ୍ଲୀ : ହାତୀ ବୁଦ୍ଧିମାନ୍ ଜୀବଜନ୍ତୁ ମଧ୍ୟରେ ଗୋଟିଏ ବୋଲି କୁହାଯାଏ। ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଦେଖିବା ପରେ ନିଜ ହସକୁ ମଧ୍ୟ ରୋକି ହୋଇନଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ ହାତୀର। ଭିଡିଓରେ ଦେଖିପାରିବେ ହାତୀଟି ପଣସ ଖାଇବା ପାଇଁ ଯେଉଁ ଉପାୟ ଆପଣାଇଛି,ତାହାକୁ ଦେଖି ପ୍ରଂଶସା ନକରି ରହି ପାରିବେ ନାହିଁ।

ଜୁନରେ ବୁଧ-ଶୁକ୍ର ଏକାଠି ; ଏହି ୩ ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ବଢିବ ଦରମା..

- Advertisement -

ଭିଡିଓରେ ଦେଖିପାରିବେ, ହାତୀଟି ଏକ ଘର ନିକଟରେ ରାସ୍ତାରେ ଯାଉଛି। ଘର ନିକଟରେ ଥିବା ଏକ ବଡ ପଣସ ଗଛ ଉପରେ ହାତୀର ନଜର ପଡୁଛି। ସେହି ପଣସ ଖାଇବା ପାଇଁ ହାତୀ ଏକ ଭିନ୍ନ ଉପାୟ ଆପଣାଇଛି। ଭିଡିଓରେ ଦେଖିପାରିବେ, ହାତୀ ନିଜର ୨ଟି ଗୋଡକୁ ଗୋଟିଏ ଏକ ମହଲା ଘର ଉପରେ ରଖି ନିଜ ଶୁଣ୍ଢରେ ପଣସକୁ କାଢି ତଳେ ପକାଇ ଦେଉଛି। ଭିଡିଓଟି କେଉଁ ସ୍ଥାନର ତାହା ଜଣା ପଡି ନାହିଁ। ମାତ୍ର ଭିଡିଓକୁ ଦେଖି ଲୋକେ ହାତୀର ବୁଦ୍ଧିକୁ ପ୍ରଂଶସା କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories