ଜୁନରେ ବୁଧ-ଶୁକ୍ର ଏକାଠି ; ଏହି ୩ ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିର ଜାତକରେ ପଡିଥାଏ। କାହା ପାଇଁ ଶୁଭ ଓ କାହା ପାଇଁ ମଧ୍ୟମ। ଜୁନ୍ ମାସ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଏହି ମାସରେ କିଛି ଗ୍ରହଙ୍କ ରାଶି ପରିବର୍ତ୍ତନ କାରଣରୁ ବିଶେଷ ଯୋଗ ସୃଷ୍ଟି ହେଉଛି। ଜୁନ୍ ୧୨ ସନ୍ଧ୍ୟାରେ ଶୁକ୍ର ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ୧୪ ଜୁନରେ ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛନ୍ତି। ଏହି ୨ ଗ୍ରହ … Continue reading ଜୁନରେ ବୁଧ-ଶୁକ୍ର ଏକାଠି ; ଏହି ୩ ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ବଢିବ ଦରମା..