www.samajalive.in
Sunday, December 14, 2025
14.1 C
Bhubaneswar

ଯୁବତୀଙ୍କ ଅଜବ ପ୍ରତିଭା; ଏକାସଙ୍ଗେ ଦୁଇ ହତରେ ଲେଖୁଛନ୍ତି ଭିନ୍ନ ଭିନ୍ନ ଭାଷା; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ କିଛି ପ୍ରତିଭା ଭାଇରାଲ ହୋଇଥାଏ । ବିଭିନ୍ନ ଲୋକ ନିଜର ପ୍ରତିଭାକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେହିପରି ଅନନ୍ୟ ପ୍ରତିଭା ହେଉଛନ୍ତି ଆଦି ସ୍ୱରୋପା । କର୍ଣ୍ଣାଟକର ମାଙ୍ଗାଲୋରେ ତାଙ୍କର ଘର । ସେ ଦୁଇ ହାତରେ ଲେଖି ପାରନ୍ତି ତାହାପୁଣି ସହଜରେ ଏବଂ ଖୁବ୍ ଶୀଘ୍ର ।

ଏକା ସଙ୍ଗେ ଦୁଇ ହାତରେ ଭିନ୍ନ ଭିନ୍ନ ଭାଷାରେ ସେ ଲେଖିପାରନ୍ତି । ଖାଲି ସେତିକି ନୁହେଁ ୧୧ ପ୍ରକାର ଶୈଳୀରେ ଲେଖି ପାରନ୍ତି ଆଦି ସ୍ୱରୋପା । ଯେଉଁଥିପାଇଁ ସେ ବହୁ ଚର୍ଚ୍ଚାରେ ରହିଛନ୍ତି । ଏବଂ ତାଙ୍କର ସୁନ୍ଦର ଲେଖା ତାଙ୍କୁ ଏକ ଭିନ୍ନ ପରିଚୟ ଦେଉଛି । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତଙ୍କ ହୃଦୟକୁ ଛୁଉଁଛି ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories