www.samajalive.in
Sunday, December 14, 2025
26.1 C
Bhubaneswar

ମଣିଷକୁ ସଫଳତାର ବାଟ ଦେଖାଉଛି ଏହି ଗାଈ; ଶିଖାଉଛି ସଂଘର୍ଷ, ଭାଇରାଲ ହେଉଛି ଭିଡିଓ

ଜୀବନର ଅନ୍ୟ ନାମ ସଂଘର୍ଷ । ଯିଏ ସଂଘର୍ଷ କରିପାରିଲା ନିଶ୍ଚୟ ସଫଳତା ତାର ହାତ ମୁଠାରେ । ଦେଖୁ ନାହାନ୍ତି.. ଗୋଟିଏ ପଶୁ ହେଲେ ବି କେମିତି ଜୀଇବା ପାଇଁ କରୁଛି ସଂଘର୍ଷ । ଗାଈଟି ଏକ ମାଟିର ଉଚ୍ଚ ସ୍ଥାନକୁ ଚଢ଼ିବାକୁ ଚେଷ୍ଟା କରୁଛି । ଆଉ ବାରମ୍ବାର ଯେତିକି ଚଢ଼ୁଛି, ସେତିକି ପଛକୁ ଖସିଆସୁଛି ।

ହେଲେ ତାର ପ୍ରୟାସ ସେ ବାରମ୍ବାର ଜାରି ରଖୁଛି । ଆଉ କିଛି ସମୟ ପରେ ସେ ତାର ପ୍ରୟାସରେ ସଫଳ ହେଉଛି । ଏବଂ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚୁଛି । ଧୀରେଧୀରେ ମାଟିକୁ ଏଡାଇ ଏଡାଇ ଉପରକୁ ଗାଈଟି ଚଢ଼ିଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

- Advertisement -

ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । କାରଣ ଗାଈଟି ତାର ଏହି ପ୍ରୟାସ ମାଧ୍ୟମରେ ଆମକୁ କିଛି ଶିକ୍ଷା ଦେଉଛି । ଯେଉଁଥିରେ ଆମର ଦୃଢ଼ ଇଚ୍ଛା ଶକ୍ତି ଓ ଦୃଢ଼ ମନବଳକୁ ସୁଦୃଢ଼ କରିବାକୁ ସୂଚନା ଦେଉଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories