ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଅକ୍ଟୋବର ୩ତାରିଖ ଶନିବାର ରାତି ପ୍ରାୟ ୯ ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଟାଇମ୍ସ ନାଓ ପକ୍ଷରୁ ସୂଚନା ଦିଆଯାଇଛି।ରବିବାର ତାଙ୍କର ଶେଷ ରୀତିନୀତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ମୁଲାୟମ ଉତ୍ତରପ୍ରଦେଶ ବିଧାନ ପରିଷଦର ତିନିଥର ସଦସ୍ୟ ଥିଲେ। ସେ ଦୁଇଥର ବ୍ଲକ ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
Popular Categories



