www.samajalive.in
Saturday, December 6, 2025
14.1 C
Bhubaneswar

ଧନୀ ହେବା ପୂର୍ବରୁ ମିଳେ ଏହି ସଙ୍କେତ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମନୁଷ୍ୟ ଧନୀ ହେବା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ସେହି ସବୁ ସଙ୍କେତ ମିଳିବା ଦ୍ୱାରା ଧନର ଆଗମନ ହୋଇଥାଏ।
ବାସ୍ତୁ ଅନୁଯାୟୀ ଘର ଭିତରକୁ କଳା ପିମ୍ପୁଡି ଧାଡି ହୋଇ ଯିବା ନଜର ଆସିଲେ ଏହାକୁ ଶୁଭ କୁହାଯାଏ। ଏହାସହ ଖାଦ୍ୟ ଧରିଥିବା ଅବସ୍ଥାରେ ଏମାନଙ୍କୁ ଦେଖିବା ଅର୍ଥ ମା’ଲକ୍ଷ୍ମୀଙ୍କ କୃପା ଖୁବ୍‌‌ ଶୀଘ୍ର ଆପଣଙ୍କ ଉପରେ ହେବ।
ଘରେ ପକ୍ଷୀ ବସା ତିଆରି ହୋଇଥିବା ଦେଖିବା ମଧ୍ୟ ଶୁଭ ସଙ୍କେତ।
ସେହିପରି ସ୍ୱପ୍ନରେ ଦେଖୁଥିବା କିଛି ଜିନିଷ ମଧ୍ୟ ଧନୀ ହେବାର ସଙ୍କେତ ଦେଇଥାଏ। ସ୍ୱପ୍ନରେ ହାତୀ, ନେଉଳ, ଶଙ୍ଖ, ଗୋଲାପ ଫୁଲ ଆଦି ଦେଖିବା ମଧ୍ୟ ଶୁଭଙ୍କର।
ସକାଳେ ଘରୁ ବାହାରକୁ ଯିବା ସମୟରେ ଆପଣ ଝାଡୁରେ ସଫା କରୁଥିବା ବ୍ୟକ୍ତି କିମ୍ବା ମହିଳାଙ୍କୁ ଦେଖିବା ମଧ୍ୟ ଶୁଭଙ୍କର।
ସକାଳ ସମୟରେ ଶଙ୍ଖର ମଧୁର ଧ୍ୱନି ଶୁଣାଗଲେ, ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories