www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍ତର ଦିଗରେ ଏହି ଜିନିଷ ଭୁଲ୍‌‌ରେ ରଖନ୍ତୁ ନାହିଁ..

ଧନ ସହ ଜଡିତ ସମସ୍ୟା ଲାଗି ରହିଲେ, ସଭିଁଙ୍କ ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ। ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା ଛୋଟ ଛୋଟ ଭୁଲ୍‌‌ କାରଣରୁ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଘରେ ଆର୍ଥିକ ସମସ୍ୟା ତଥା ଧନର ଅଭାବ ଲାଗି ରହୁଥିଲେ, ବାସ୍ତୁ ଜନିତ କିଛି ଉପାୟ ଉପରେ ଧ୍ୟାନ ଦିଅନ୍ତୁ। ବାସ୍ତୁ ନିୟମର ଅଣଦେଖା କରିବା ଦ୍ୱାରା ଧନର ଅଭାବ ଲାଗି ରହିଥାଏ। ବାସ୍ତୁ ସହ ଜଡିତ ନିୟମର ପାଳନ ନକରିବା ଦ୍ୱାରା ଧିରେ ଧିରେ ଘରେ ଅଶାନ୍ତି ସହ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ଏହି ଦିଗ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର ଭଗବାନଙ୍କ ସହ ଜଡିତ।
ଘରର ଉତ୍ତର ଦିଗରେ ଭୁଲ୍‌‌ରେ ମଧ୍ୟ ଅଳିଆ, ଡଷ୍ଟବିନ୍‌‌ ରଖିବା ଉଚିତ୍‌‌ ନୁହେଁ। ଡଷ୍ଟବିନ୍‌‌ ରଖୁଥିଲେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ।
ଉତ୍ତର ଦିଗ ଅପରିଷ୍କାର ରହିବା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ରହିବା ସହ କ୍ରୋଧ କରି ଥାଆନ୍ତି।
ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହେଲେ ଧନର ଅଭାବ ଲାଗି ରହିଥାଏ।
ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ଆୟ ବୃଦ୍ଧି ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories