www.samajalive.in
Saturday, December 6, 2025
19.1 C
Bhubaneswar

ବାସ୍ତୁ : କାର୍‌‌ରେ ରଖିବେ କେଉଁ ଦେବତାଙ୍କ ମୂର୍ତ୍ତି..

ବାସ୍ତୁ ଶାସ୍ତ୍ରର ସଭିଁଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ସେହି ଦିଗ ପ୍ରତି ଧ୍ୟାନ ନଦେବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଯାଏ। ଜାଣନ୍ତୁ କାର୍‌‌ରେ କେଉଁ ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ୍‌‌ ଜାଣନ୍ତୁ..

ସାଧାରଣତଃ ଗାଡି କିଣିବା ପରେ ସଭିଏଁ ଭଗବାନଙ୍କ ମୂର୍ତ୍ତି ରଖିଥାଆନ୍ତି। ମାଳା କିମ୍ବା ରୁଦ୍ରାକ୍ଷ ମାଳା ମଧ୍ୟ ରଖିଥାଆନ୍ତି। ଜାଣନ୍ତୁ..
ଗାଡିରେ ବିଘ୍ନହର୍ତ୍ତା ଗଣେଶଙ୍କ ମୂର୍ତ୍ତି ଲଗାଇବା ଉଚିତ୍‌‌। ଗଣେଶ ଲୋକଙ୍କ ଦୁଃଖ ହରଣ କରିଥାଆନ୍ତି। ସମସ୍ୟା ଦୂର କରିଥାଆନ୍ତି। ତେଣୁ ପ୍ରଭୁ ଗଣେଶଙ୍କ ଛୋଟ ମୂର୍ତ୍ତି ଗାଡିରେ ନିଶ୍ଚୟ ରଖନ୍ତୁ।

- Advertisement -

ଏହାସହ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଲଗାଇବା ଶୁଭଙ୍କର। କାର୍‌‌ରେ ସର୍ବଦା ଉଡୁଥିବା ହନୁମାନଙ୍କ ମୂର୍ତ୍ତି ଲଗାଇବା ଉଚିତ୍‌‌।

ଗାଡିରେ କୌଣସି ନିଶାଦ୍ରବ୍ୟ କିମ୍ବା ଆମିଷ ଖାଦ୍ୟ ରଖୁଥିଲେ, କିମ୍ବା କାର୍‌‌ରେ ନେଇ ଯାଉଥିଲେ, ତେବେ ଗାଡିରେ ଠାକୁରଙ୍କ ମୂର୍ତ୍ତି ରଖିବା ଉଚିତ୍‌‌ ନୁହେଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories