www.samajalive.in
Sunday, December 7, 2025
26.1 C
Bhubaneswar

ଏହି ବାସ୍ତୁ ଟିପ୍ସ ଗୃହରେ ଭରିଥାଏ ସୁଖସମୃଦ୍ଧି

ସଭିଏଁ ସୁନ୍ଦର ଘର ଏବଂ ସୁଖ ଜୀବନ ଚାହିଁଥାଆନ୍ତି। ଏହା ପାଇଁ ଆମେ ବହୁ ଚେଷ୍ଟା ମଧ୍ୟ କରିଥାଉ। କିନ୍ତୁ କିଛି ଛୋଟ ଛୋଟ କଥାକୁ ଆମେ ଅଣଦେଖା କରି ଦେଉ, ଯେଉଁ କାରଣରୁ ଆମ ପରିବାରର ଖୁସି ଦୂର ହୋଇଯାଇଥାଏ। ବାସ୍ତୁ ଅନୁଯାୟୀ ଏହି ଉପାୟ ଗୁଡ଼ିକୁ ଅବଲମ୍ଭନ କରି ଆମେ ଗୃହକୁ ସୁଖସମୃଦ୍ଧିରେ ପରିପୂର୍ଣ୍ଣ କରିପାରିବା।
ଘରର ଯେକୌଣସି ଦରଜାରେ ସାମ୍ମନାରେ ଅଥବା ପଛରେ କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ପରିବାରର ସଦସ୍ୟଙ୍କ ଆୟୁ ଉପରେ କୁପ୍ରଭାବ ପଡ଼େ।
ଘରର ଆଖପାଖ ସ୍ଥାନରେ ବୃକ୍ଷ ଲଗାଇଲେ, ଏହା ଖୁବ ଶୁଭ ଫଳ ପ୍ରଦାନ କରିଥାଏ। ପରିବାର ସଦସ୍ୟଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଗୃହରେ କାଠ ନିର୍ମିତ ବସ୍ତୁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଘରେ ସର୍ବଦା ଆନନ୍ଦର ବାତାବରଣ ରହିଥାଏ ।
ଜୋତା ପିନ୍ଧି ଘର ଭିତରକୁ ପ୍ରବେଶ କରିବା ଉଚିତ ନୁହେଁ। ଏହା ଦ୍ୱାରା ଜୋତା ସହ ଘର ଭିତରକୁ ଦିନଯାକର ସମସ୍ତ ଚିନ୍ତା ଓ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।
ଘରର କୋଣରେ ଶୋଇବା ଘର ହେବା ଆବଶ୍ୟକ। ଶୋଇବା ଘରେ ମାଟିରେ ନିର୍ମିତ ଫୁଲଦାନୀରେ ହଳଦିଆ ରଙ୍ଗର ଫୁଲ ରଖିଲେ , ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ ।
ଝାଡ଼ୁକୁ ସର୍ବଦା ଘରର କୋଣରେ ଲୁଚାଇ ରଖିବା ଆବଶ୍ୟକ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories