www.samajalive.in
Friday, December 12, 2025
15.1 C
Bhubaneswar

ଉତ୍ତରକାଶୀରେ ଖାଇକୁ ଖସିଲା ଟେମ୍ପୋ, ୧୩ ମୃତ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ୧୦୦ ମିଟର ଗଭୀର ଖାଇକୁ ଏକ ଟେମ୍ପୋ ଖସିପଡ଼ି ଅନୁ୍ୟନ୍‌ ୧୩ ଜଣଙ୍କ ମୃତୁ୍ୟ ଘଟିଛି ଓ ୨ ଜଣ ଆହତ ହୋଇଛନ୍ତି । ୨୨ ସିଟ୍‌ର ଟେମ୍ପୋ ଟ୍ରାଭେଲରଟି ଗଙ୍ଗୋତ୍ରିରୁ ଫେରୁଥିଲେ । ସେଥିରେ ୧୫ରୁ ଊଦ୍ଧ୍ୱର୍ ଯାତ୍ରୀ ବସିଥିଲେ । ସମାନେ ଭକୋଂଲି ନାଗ ଦେବତାଙ୍କ ପାଲିଙ୍କି ନେଇ ଗଙ୍ଗୋତ୍ରି ଧାମରୁ ଫେରୁଥିଲେ । କୁହାଯାଉଛି ପାହାଡ଼ କଡ଼ରେ ଏକ ବଡ଼ ମାଟି ଅତଡ଼ା ଖସି ଏହି ଦୁର୍ଘଟଣା ଘଟିଛି । ଭୂ-ସ୍ଖଳନ ମଧ୍ୟକୁ ଗାଡ଼ିଟି ଆସିଯିବାରୁ ଖାଇ ତଳକୁ ଖସି ପଡ଼ିଥିଲା । ଜିଲାପାଳ, ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ପାଣିପାଗ ଖରାପ ଥିବାରୁ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories