www.samajalive.in
Saturday, December 6, 2025
16.1 C
Bhubaneswar

ଆମେରିକାର ଗ୍ୟାସ ଷ୍ଟେସନ୍‌ରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନ୍ୟୁୟର୍କ- ଆମେରିକାର ଓହିୟୋ ସହରରେ ଏକ ଗ୍ୟାସ ଷ୍ଟେସନ୍‌ରେ ସାମୟିକ ଭାବେ କାମ କରୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଛାତ୍ର ଜଣଙ୍କ ସେଠାରେ ମାଷ୍ଟର୍ସ୍‌ର ଛାତ୍ର ଥିଲେ . ଆଉ ୧୦ ୦ଦିନ ପରେ ,ତାଙ୍କର ପାଠପଢା ଶେଷ ହୋଇ ଥାଆନ୍ତା। ହେଲେ ଗୁରୁବାରରେ ଅଜ୍ଞାତ ବନ୍ଧୁକ ଧାରୀ ତାଙ୍କୁ ଗୁଳି କରି ହତ୍ୟା କରିଛି ।

ସେଠାକାର ସମୟ ରାତି ୧୨ଟା ୩୦ରେ ଗ୍ୟାସ ଷ୍ଟେସନ୍‌ରେ ଗୁଳି କାଣ୍ଡର ସୂଚନା ମିଳିଥିଲା । ପୁଲିସ ସେଠାରେ ପହଞ୍ଚିବା ବେଳେ ଭାରତୀୟ ଛାତ୍ର ସେୟସ୍‌ ଭୀରାଙ୍କୁ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିଲା, ତାଙ୍କର ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣା ପଡିଛି  । ସିସି ଟିଭି ଫୁଟେଜ୍‌ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି । ଲୁଟ୍‌ ପାଇଁ ଏହି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories