www.samajalive.in
Saturday, December 6, 2025
16.1 C
Bhubaneswar

କରୋନାରେ ଚାଲିଗଲେ ବିଧାୟିକା କିରଣ ମାହେଶ୍ୱରୀ : ବିଭିନ୍ନ ମହଲରେ ଶୋକ 

ଜୟପୁର : କରୋନା ମହାମାରୀରେ ଚାଲିଗଲା ଆଉ ଜଣେ ରାଜନେତାଙ୍କ ଜୀବନ। ଜୀବନ ଯୁଦ୍ଧରେ ହାରିଗଲେ ବିଜେପି ବିଧାୟିକା କିରଣ ମାହେଶ୍ୱରୀ। ରାଜସ୍ଥାନର ରାଜସମନ୍ଦର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି। ନିକଟରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ହରିୟାଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ହେଲେ ସମସ୍ତ ପ୍ରୟାସ ସତ୍ତ୍ବେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ହେଉଛନ୍ତି ରାଜସ୍ଥାନର ଦ୍ବିତୀୟ ବିଧାୟକ, ଯାହାର କରୋନାରେ ମୃତ୍ୟୁ ହୋଇଛି।

ତାଙ୍କ ବିୟାଗରେ ରାଜସ୍ଥାନର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଏମ୍. ଭଙ୍କୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି।

- Advertisement -

 

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories