www.samajalive.in
Saturday, December 6, 2025
23.1 C
Bhubaneswar

ଲକ୍ଷ୍ମୀ ବିଳାଶ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ : ୨୦ ଲକ୍ଷ ଜମାକାରୀ ଏବଂ ୪ ହଜାର କର୍ମଚାରୀଙ୍କ ଚାକିର ସୁରକ୍ଷିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ଜାଭଡେକର କହିଛନ୍ତି ଯେ ସଂକଟଜନକ ସ୍ଥିତିରେ ଥିବା ଲକ୍ଷ୍ମୀ ବିଳାଶ ବ୍ୟାଙ୍କକୁ ଡେଭଲପମେଣ୍ଟ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଏଲ) ସହିତ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଟିସିରେ ଏଫଡିଆଇକୁ ମଧ୍ୟ ଅନୁମୋଦନ କରାଯାଇଛି।

ଜାଭଡେକର କହିଛନ୍ତି ଯେ ଲକ୍ଷ୍ମୀ ବିଳାଶ ବ୍ୟାଙ୍କକୁ ଡେଭଲପମେଣ୍ଟ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ସହିତ ମିଶ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି । ଏହା ୨୦.୫ ଲକ୍ଷ ଜମାକାରୀଙ୍କୁ ଆସ୍ବସ୍ତି ମିଳିଛି। ଏହା ବ୍ୟତୀତ ୪୦୦୦ କର୍ମଚାରୀଙ୍କ ଚାକିରି ମଧ୍ୟ ସୁରକ୍ଷିତ ରହିଛି। ସେ କହିଛନ୍ତି ଯେ ସରକାର ଆରବିଆଇକୁ କହିଛନ୍ତି ଯେ, ଖରାପ ପରିଚାଳନା କରି ବ୍ୟାଙ୍କକୁ ବୁଡ଼ିଯିବା ଭଳି ଅବସ୍ଥାକୁ ନେଇ ଆସୁଥିବା ଏଭଳି ଦୋଷୀମାନଙ୍କୁ ଦଣ୍ଡ ଦିଆଯିବା ଉଚିତ।

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories