ସମାଜ ଡିଜିଟାଲ ଡେସ୍କ: ବଗିଚା ସମ୍ମୁଖରେ କିଏ ପ୍ରଥମେ ଫଟୋ ଉଠାଇବ। ଏହାକୁ ନେଇ ପରସ୍ପର ମଧ୍ୟରେ ମାରପିଟ ଲାଗିଛନ୍ତି ଦୁଇଟି ପରିବାରର ସଦସ୍ୟ। ଦୁଇଟି ପରିବାରର ସଦସ୍ୟ ବୁଲିବାକୁ ଯାଇଥିବା ବେଳେ ଏକ ସୁନ୍ଦର ବଗିଚା ସମ୍ମୁଖରେ ଫଟୋ ଉଠାଇଥିଲେ। ହେଲେ ଏହି ସମୟରେ ଲାଗିଥିଲେ ମାରପିଟ। କାରଣ ସମସ୍ତେ ଚାହୁଁଥିଲେ ପ୍ରଥମେ ଫଟୋ ଉଠାଇବାକୁ। ଦେଖନ୍ତୁ ଏହି ଭିଡ଼ିଓରେ କିଭଳି ପରସ୍ପରକୁ ମାରିବାରେ ଲାଗିଛନ୍ତି।
Two families fighting over who gets to take a picture in front of the Disney garden first pic.twitter.com/iZH94PkjAj
— CCTV IDIOTS (@cctvidiots) August 28, 2024



