www.samajalive.in
Saturday, December 6, 2025
14.1 C
Bhubaneswar

୧୦ହଜାର ଶରଣାର୍ଥୀଙ୍କ ଆଗମନକୁ ବାତିଲ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ହଜାର ଶରଣାର୍ଥୀଙ୍କ ଆଗମନକୁ ବାତିଲ କରିଛନ୍ତି। ଏପରି କି ଶରଣାର୍ଥୀଙ୍କୁ ନେଇ ଆସିବାକୁ ଥିବା ବିମାନ ଯାତ୍ରାକୁ ମଧ୍ୟ ବାତିଲ କରାଯାଇଛି। ଶରଣାର୍ଥୀମାନେ ଆମେରିକାରେ ଅବସ୍ଥାନ କରିବାକୁ ଅନୁମତି ପାଇଥିବାବେଳେ ଶେଷ ମୁହୂର୍ତ୍ତରେ ଟ୍ରମ୍ପ ପ୍ରଶାସନ ଏହାକୁ ବାତିଲ କରିଛି। ଫଳରେ ଶରଣାର୍ଥୀଙ୍କ ଭାଗ୍ୟ ଅନ୍ଧକାରରେ ରହିଛି। ଆମେରିକାରେ ବସବାସ କରିବା ଲାଗି ଶରଣାର୍ଥୀମାନେ ଦୀର୍ଘ ଓ ଜଟିଳ ପ୍ରକ୍ରିୟା ଅନୁସରଣ ପୂର୍ବକ ଅନୁମତି ପାଇଥିଲେ। ମାତ୍ର ଏବେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories