www.samajalive.in
Monday, December 15, 2025
26.1 C
Bhubaneswar

ତିହାର ଜେଲରେ ସାଂସଦଙ୍କୁ ପିଟିଲେ କିନ୍ନର !

ସମାଜ ଡିଜିଟାଲ ଡେସ୍କ: ତିହାର ଜେଲରେ ଅଓ୍ବାମୀ ଇତେହାଦ ପାର୍ଟି ସାଂସଦ ଇଞ୍ଜନିୟର ରସିଦଙ୍କୁ କିନ୍ନରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରସିଦଙ୍କ ଆଡଭୋକେଟ ଜାଭେଦ ହୁବ୍ବୀ ଏହି ସୂଚନା ଦେଇଛନ୍ତି। ରସିଦ ତିହାର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। କିଛି ଦିନ ତଳେ ଜେଲର କିଛି କିନ୍ନରଙ୍କ ସହିତ ରସିଦଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ କିନ୍ନରମାନେ ତାଙ୍କୁ ମାଡ଼ ମାରିଥିଲେ ବୋଲି ଜାଭେଦ କହିଛନ୍ତି।

ଜାଭେଦ ଆହୁରି କହିଛନ୍ତି ଯେ, ରସିଦଙ୍କ ସୂଚନା ଅନୁସାରେ ତିହାର ଜେଲରେ ଅଧିକାରୀମାନେ କାଶ୍ମୀରୀ କଏଦୀମାନଙ୍କୁ ହଇରାଣ ହରକତ କରିବା ଲାଗି ନୂଆ ନୂଆ ତରିକା ଆପଣାଉଛନ୍ତି। ଜାଣି ଶୁଣି ବାରାକଗୁଡ଼ିକରେ ପୁରୁ​‌ଷ କିନ୍ନରମାନଙ୍କୁ ରଖାଯାଉଛି। ସେମାନଙ୍କୁ କାଶ୍ମୀରୀ କଏଦୀମାନଙ୍କୁ ଉସୁକାଇବା, ଆକ୍ରମଣ କରିବା ଏବଂ ଶତ୍ରୁତାପୂର୍ଣ୍ଣ ପରିବେଶ ସୃଷ୍ଯି କରିବାକୁ ପ୍ରୋତ୍ସାହିତ କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories