ଓଡ଼ିଶାର ପ୍ରଥମ କିନ୍ନର ଟ୍ୟାକ୍ସି ଚାଳକ

0

ଭୁବନେଶ୍ୱର: ମେଘନା ସାହୁ ଓଡ଼ିଶାର ପ୍ରଥମ କିନ୍ନର ଟ୍ୟାକ୍ସି ଚାଳକର ମାନ୍ୟତା ପାଇଛନ୍ତି। ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ଓଲା ପକ୍ଷରୁ ମେଘନାଙ୍କୁ ଏହି ସୌଭାଗ୍ୟ ମିଳିଛି। ଏମ୍‍ବିଏ ଡିଗ୍ରୀଧାରୀ ମେଘନା ଏକ ସାପ୍ତାହିକ ପତ୍ରିକାରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ଟ୍ୟାକ୍ସି ଚଳାଇବା ପରେ ଏବେ ସେ ମାସିକ ୨୫ ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି ନୂଆ ଦାୟିତ୍ୱରେ ସେ ଖୁସି ବୋଲି ୨୮ ବର୍ଷ ବୟସ୍କ ମେଘନା କହିଛନ୍ତି।

Leave A Reply