nua o banner

ଇଞ୍ଜିନ୍‍ ବିହୀନ ଟ୍ରେନ୍‍ ଚାଲିବା ଘଟଣାରେ ୭ ନିଲମ୍ବିତ

BSKY banner  750×100
0

ଭୁବନେଶ୍ୱର, ପୁରୀ-ଅହମ୍ମଦାବାଦ୍‍ ଏକ୍ସପ୍ରେସ୍‍ ଟିଟିଲାଗଡ଼ରୁ କେସିଙ୍ଗା ପର୍ଯ୍ୟନ୍ତ ବିନା ଇଞ୍ଜିନ୍‍ରେ ଗଡ଼ିବା ଘଟଣାରେ ରେଳବାଇ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୩ ଇଞ୍ଜିନ ଚାଳକ ଓ ୩ ବଗି ମରାମତି କର୍ମଚାରୀଙ୍କ ସମେତ ୭ଜଣଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି। ଟ୍ରେନ୍‍ଟି ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାଇଥିଲା। ଟ୍ରେନ୍‍ରେ ଅଧିକ ସଂଖ୍ୟକ ଅହମ୍ମଦାବାଦ୍‍ ଯାତ୍ରୀ ଅଛନ୍ତି।

Leave A Reply