www.samajalive.in
Saturday, December 6, 2025
14.1 C
Bhubaneswar

ଆସୁଛି ସ୍ୱୟଂଚାଳିତ ଟ୍ରାକ୍ଟର

ନୂଆଦିଲ୍ଲୀ : କାର ପରେ ଭାରତୀୟ ବଜାରରେ ସ୍ୱୟଂଚାଳିତ ଟ୍ରାକ୍ଟର ଆସିବ। ଏହି ଟ୍ରାକ୍ଟରକୁ ବଜାର ପ୍ରବେଶ କରାଇବା ପାଇଁ ମାଇକ୍ରୋସ୍ପୋଟ୍‍, ରିଲିଆନ୍ସ ଜିଓ, ଟ୍ରିମ୍ବେଲ, ସମ୍ବ୍ରଧାନା ମଦରସନ ଗ୍ରୁପ, ଓାବକୋ, ବୋସଚ, ଏବଂ ଏଭିଏଲ୍‍ ଭଳି ଅନେକ କମ୍ପାନୀ ଏଥିରେ ସାମିଲ ଅଛନ୍ତି। କମ୍ପାନୀରେ ଏହି ଟ୍ରାକ୍ଟର ଏକ ସିରିଜ ନିର୍ମାଣ କରିଛି। ଏହି ସିରିଜରେ ତିନୋଟି ଟ୍ରାକ୍ଟର ନିର୍ମାଣ କରାଯାଇଛି। ଏହି ତିନି ଟ୍ରାକ୍ଟର ବିଦ୍ୟୁତଚାଳିତ, ହାଇଡ୍ରୋଷ୍ଟେଟ୍ରିକ ଓ ରେଗୁଲାର ରହିଛି। କମ୍ପାନୀ ଏହାର ନିର୍ମାଣ ପାଇଁ ୨୦-୩୦ କୋଟି ବ୍ୟୟ କରାଯାଉଛି। ଏହି ଟ୍ରାକ୍ଟରରେ ୨୨ବିଏଚପି ଓ ୩୦ ବିଏଚପି ପାୱାର ଆଉଟପୁଟ କ୍ଷମତା ରହିଛି। ଏହି ଟ୍ରାକ୍ଟରରେ ଚାରୋଟି ଚକରେ ବ୍ରେକ ରହିଛି। ସାଧାରଣତଃ ଟ୍ରାକ୍ଟର ମାନଙ୍କରେ ପଛ ଦୁଇ ଚକରେ ବ୍ରେକ ରହିଥାଏ। କୃଷିରେ ବୈଜ୍ଞାନିକ ଜ୍ଞାନ କୌଶଳର ବ୍ୟବହାର ପାଇଁ ଏହାର ନିର୍ମାଣ କରାଯାଇଥିବା କୁହାଯାଉଛି। ଏସକର୍ଟ କମ୍ପାନୀ ଭାରତରେ ପ୍ରଥମ ବିଦ୍ୟୁତଚାଳିତ ଟ୍ରାକ୍ଟର ବଜାର ପ୍ରବେଶ କରାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories