ମାଲବୋଝେଇ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

ଟିଟିଲାଗଡ଼଼: କୋଇଲା ବୋଝେଇ ଟ୍ରେନ୍‌‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟିଟିଲାଗଡ଼଼ ରେଳଷ୍ଟେସନର କିଛି ବାଟ ଦୂରରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଟ୍ରେନଟି ଟିଟିଲାଗଡ଼଼ରୁ ରାୟପୁର ଅଭିମୁଖେ ଯାଉଥିଲାବେଳେ ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

Comments are closed.